ବ୍ରେନ ଡେଡ୍ କ୍ରିଷ୍ଣା ପଣ୍ଡାଙ୍କ ଅଙ୍ଗଦାନ କଲେ ପରିବାର ଲୋକ । ତାଙ୍କ ଅଙ୍ଗଦାନ ଫଳରେ ୭ ଜଣଙ୍କ ରୋଗୀ ପାଇବେ ନୂଆ ଜୀବନ । ଗ୍ରୀନ କରିଡରରେ ପଠାଯାଇଛି ଅଙ୍ଗ । ବ୍ରହ୍ମପୁରର କ୍ରିଷ୍ଣା ସ୍କୁଟି ଚଲାଇ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବ୍ରେନ ହାମରେଜ୍ ହୋଇଥିଲା
Kolkata gets first healthcare facility for transge...
Getting access to healthcare facilities in India h...
A private hospital on Wednesday launched an exclus...
Access to healthcare has been a challenge for the...