AMRI Hospitals representatives do not seek any advance payment over the phone/email for doctor appointments or any medical services. If you receive any such call, SMS or email, please report it immediately by calling 033-66800000
Home / News / If one life is lost, many lives will be saved
06 Nov, 2023
If one life is lost, many lives will be saved

ବ୍ରହ୍ମପୁରର ଜଣେ ୫୬ ବର୍ଷୀୟା ମହିଳା ସ୍କୁଟି ଚଲାଇ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କର
ବ୍ରେନ୍ ହାମ୍ରେଜ୍ ହୋଇଥିଲା । ନଭେମ୍ବର ୧ ତାରିଖରେ ତାଙ୍କୁ AMRI ହସ୍ପିଟାଲରେ ଆଡ଼ମିଶନ କରାଯାଇଥିଲା । ୨ ନଭେମ୍ବରରେ ତାଙ୍କର ବ୍ରେନ୍ ଡେଡ୍ ହୋଇଯାଇଥିଲା । ଡ଼ାକ୍ତରମାନଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ୱେ ଜଣା ପଡିଥିଲା ତାଙ୍କୁ ଆଉ ରିକଭରି କରାଯାଇ ପାରିବ ନାହିଁ । ଏହାପରେ ତାଙ୍କ ପରିବାର ଲୋକେ ତାଙ୍କର ଅଙ୍ଗ ଦାନ ପାଇଁ ନିଷ୍ପତ୍ତି ନେଇଥିଲେ ।

Recent News
Kolkata gets first health...

Kolkata gets first healthcare facility for transge...

read more
Kolkata gets first health...

Getting access to healthcare facilities in India h...

read more
Exclusive facilities for...

A private hospital on Wednesday launched an exclus...

read more
Kolkata's First Transgend...

Access to healthcare has been a challenge for the...

read more